ଆଜି ଆମେ ପ୍ରତ୍ୟେକ ଓଡ଼ିଆ ଆପଣଙ୍କ ପାଇଁ ଗର୍ବିତ ଅନୁଭବ କରୁଛୁ. ସ୍ୱାଧୀନତା ର 75 ବର୍ଷ ପରେ ଓଡ଼ିଆଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ.. ଆମ ଓଡ଼ିଶା ର ଝିଅ ହେଲେ ଭାରତର ପ୍ରଥମ ନାଗରିକ ! ଭାରତ ର 15ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟା. ଆପଣଙ୍କୁ ଅଜସ୍ର ଅଭିନନ୍ଦନ. @shastri# Chandan
0
0
4
0
0
Download Image