Ananta Narayan Jena (Bunu Bhai) @bbsrcentralmla
Present BJD MLA Bhubaneswar-Central & EX-Mayor, BMC, being inspired by Hon'ble CM Sj. Naveen Patnaik working for the benefit of Smart City BBSR & its people. Bhubaneshwar, India Joined February 2014-
Tweets2K
-
Followers13K
-
Following67
-
Likes224
ବରିଷ୍ଠ ଫଟୋ ସାମ୍ବାଦିକ ସ୍ବର୍ଗତ ଅଶୋକ ପଣ୍ଡାଙ୍କ ଏକାଦଶାହରେ ସମୟ ଖବରକାଗଜ ପରିବାର ତରଫରୁ ୟୁନିଟ -3 ସାମ୍ବାଦିକ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଦିଅନ୍ତୁ | ଓଁ ଶାନ୍ତି 🙏🏻 @Naveen_Odisha @CMO_Odisha
"ବୃକ୍ଷ ହିଁ ଜୀବନ" ପ୍ରଦୂଷଣ ମୁକ୍ତ ପରିବେଶ ସୁସ୍ଥ ସମାଜରେ ଜୀବଜଗତ ସ୍ବଭାବିକ ଭାବେ ତିଷ୍ଠି ରହିବାର ପ୍ରୟାସରେ ୟୁନିଟ-2 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯକ୍ରମରେ ଯୋଗଦେଇ ଗଛ ଲଗାଇଥିଲି ବିଦ୍ୟାଳୟର ଛାତ୍ର ମାନଙ୍କ ସହିତ ମତବିନିମୟ କରି ସେମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲି |
ଶହୀଦ ନଗର ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିସରରେ ସାମାଜିକ କାର୍ଯ୍ୟକ୍ରମ ସଫେଇ ଏବଂ ବୃକ୍ଷ ରୋପଣ @CMO_Odisha @Naveen_Odisha
ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି। ଜୟ ଜଗନ୍ନାଥ 🙏 #ସୁନାବେଶ @Naveen_Odisha @CMO_Odisha
Warm greetings to everyone on the auspicious occasion of #EidAlAdha. May the Festival bring joy & prosperity in our lives, strengthen brotherhood and guide us on the path of peace, harmony & compassion. #EidAdhaMubarak @CMO_Odisha @Naveen_Odisha
ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବନ ମହୋତ୍ସବରେ ବୃକ୍ଷରୋପଣ କରି ଜଳବାୟୁ ଜନିତ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ନାଗରିକ ଗଛ ଲଗାଇବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲି | ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲରେ ଯୋଗଦେଇ ବୃକ୍ଷ ଲଗାଇବା ପାଇଁ ଉତ୍ସାହିତ କରିଥିଲେ @Naveen_Odisha
ମହାବାତ୍ୟା ମାଡରେ ଧରାଶାୟୀ ହୋଇଥିବା ଓଡ଼ିଶାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍ କରିଛନ୍ତି l ସାରା ବିଶ୍ୱ 'ଓଡ଼ିଶା ମଡେଲ୍'କୁ ଅନୁସରଣ କରୁଛି l ଏହା ନବୀନଙ୍କ ସୁଶାସନର ପ୍ରମାଣ l cutt.ly/ILrifnK @CMO_Odisha
Odisha has charted a remarkable journey from desperation, post 1999 Super Cyclone, to steady development led by CM @Naveen_Odisha’s vision and outcome based governance. The transformational governance model has earned the faith of the people of #Odisha since last two decades.
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ୧୩ତମ ରେଶମ ଓ ସୁତାବସ୍ତ୍ର ପ୍ରଦର୍ଶନୀ 'କଟନଫାବ-୨୦୨୨' ଉଦଘାଟନ ଉତ୍ସବରେ ଯୋଗଦେଇଥିଲି | ଏହି ହସ୍ତତନ୍ତ ଓ ହସ୍ତଶୀଳ୍ପ ପ୍ରଦର୍ଶନୀ 'କଟନଫାବ' ରାଜଧାନୀବାସୀ ଙ୍କ ପାଇଁ ପାରମ୍ପରିକ ପୋଷାକ ଓ ବିଭିନ୍ନ ରାଜ୍ୟର କାରିଗରିର ସମ୍ଭାର ନେଇ ଆସିଛି | @CMO_Odisha @Naveen_Odisha
ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଆଜି ସକାଳେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ଖବର ଶୁଣି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଦିଅନ୍ତୁ ଏବଂ ଏ ଦୁଃଖଦ ସମୟରେ ତାଙ୍କ ପରିବାରକୁ ଅସୀମ ସାହାସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ | ଓଁ ଶାନ୍ତି 🙏🏻 @Naveen_Odisha
ପବିତ୍ର ରଥଯାତ୍ରା ଅବସରରେ ସମାଜସେବୀ ମିଲନ କୁମାର ପାଇକରାୟ ଏବଂ ଚିନ୍ମୟ କୁମାର ଦାସଙ୍କ ଦ୍ୱାରା ୱାର୍ଡ -39 ରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲି | @Naveen_Odisha @CMO_Odisha
ସୁସ୍ଥ ସମାଜ ଗଢିବାରେ ଗଛ ଲଗେଇବାର ଆବଶ୍ୟକତା ରହିଛି | ଆଜି ସମାଜସେବୀ ସତ୍ୟର ଜନ୍ମଦିନ ଅବସରରେ ସବୁଜ ଭାରତ ଦ୍ୱାରା ଶହୀଦନଗର ହସ୍ପିଟାଲ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲି | @Naveen_Odisha @CMO_Odisha
Doctors are the lifeline of our society for they put our lives first and keep us healthy and safe every day. Celebrating Doctors Day at Sahid nagar UPHC in presence of Doctor,staffs, corporator Rajkishore Das and others. @CMO_Odisha @Naveen_Odisha
ୱାର୍ଡ଼ - 36 ରାମପୁର ବସ୍ତିର ଆମ ଦଳର ବରିଷ୍ଠ କର୍ମୀ ହିରଣ୍ୟ ବେହେରାଙ୍କ ମା ସୁନ୍ଦରୀ ବେହେରାଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ଓଁ ଶାନ୍ତି 🙏🏻 @CMO_Odisha @Naveen_Odisha
#ଭାବର_ଠାକୁର_କାଳିଆ ଆଜି ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ ପବିତ୍ର #ରଥଯାତ୍ରା ଅବସରରେ ସମସ୍ତ ମା ଭଉଣୀ ଓ ଗୁରୁଜନ ମାନଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି ହେଉ ଏତିକି ପ୍ରାର୍ଥନା । ଜୟ ଜଗନ୍ନାଥ🙏 @Naveen_Odisha @CMO_Odisha
ଜାଗା ମିଶନ ଅଧୀନରେ କାର୍ଯ୍ୟକ୍ଷମ ହେବାକୁ ଥିବା ଲାଇଟହାଉସ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ତାଲିମ ପ୍ରଦାନ କରାଯିବା ସହ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମ ଶହୀଦନଗର ୱାର୍ଡ ଅଫିସ ପ୍ରଥମ ମହଲା ରେ ପରିଚାଳିତ ହେବ @Naveen_Odisha
Hon’ble CM @Naveen_Odisha Sir has transformed #Odisha into a booming industrial economy. We welcome the global enterprises to come & setup their businesses in the state & take the advantage of State’s industrial boom & economic revolution. #NaveenDubaiMIO #MakeInOdishaDubai
ପୁଣ୍ୟାତ୍ମା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୪ତମ ତିରୋଧାନ ଦିବସ ଉପଲକ୍ଷେ ୟୁନିଟ - ୮ ଗୋପବନ୍ଧୁ ଛକରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ତରଫରୁ ସମସ୍ତ କର୍ପୋରେଟର ଯୁବ ଛାତ୍ର ମହିଳା ,ସମାଜସେବୀଙ୍କ ଉପସ୍ଥିତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ @Naveen_Odisha
ମିଶୁ ମୋର ଦେହ ଏ ଦେଶ ମାଟିରେ। ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।। ମହାନ ଦେଶଭକ୍ତ ,ସେବା ଓ ତ୍ୟାଗର ପ୍ରତୀକ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ବର୍ଷିକ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଉଛି ...... @CMO_Odisha @Naveen_Odisha
ମୋ ଅଞ୍ଚଳର ଜଣେ ବୟସ୍କ ବୁଢ଼ୀ ମାଉସୀ ପ୍ରତି ମାସରେ ମୋ ପାଖକୁ ଆସି ସୁଖ ଦୁଃଖ ଆଲୋଚନା କରନ୍ତି, କିନ୍ତୁ ଦୁଃଖର ବିଷୟ ଆଜି ସେ ଆଉ ଚାଲି ନପାରୁଥିବା ଦେଖି ତାଙ୍କୁ ଏକ ୱାକର ପ୍ରଦାନ କଲି | ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଦୀର୍ଘାୟୁ ହେବା ସହିତ ନିରୋଗୀ ଜୀବନ ଯାପନ କରନ୍ତୁ | @CMO_Odisha @Naveen_Odisha

Swayam Prakash @swayam4Odisha
34K Followers 1K Following Social Media Cell @bjd_odisha याचना नहीं, अब रण होगा... ବିଜୟକୁ ନେଇ ଉଲ୍ଲସିତ ହୁଅନି, ପରାଜୟ ବିବ୍ରତ କରିବନି #କର୍ମଯୋଗ
Mousumi Mohanty @MousumiMohanty2
58K Followers 1K Following Senior Reporter @Kanak_news--- Beats I Cover Congress, Airport, Weather ----Views are my personal.. Alumni of IIMC,Dhenkanal
ଡ଼ଃ ସସ୍�... @sasmitpatra
47K Followers 733 Following Thought Leader | Transformation Catalyst | Legislative Architect | Consensus Navigator | Public Policy Innovator MP, Rajya Sabha ; National Spokesperson, BJD
BCJD @odishabcjd
28K Followers 279 Following Official page of largest student wing of Odisha and Biju Janata Dal
Anubhav Mohanty @AnubhavMohanty_
110K Followers 1K Following Actor | BJP Leader | Former Member of Parliament, Lok Sabha, Kendrapara | Former Member of Parliament, Rajya Sabha | Views are Personal | RTs not Endorsment |
Subrat Chhatoi @subratchhatoi
6K Followers 494 Following Entrepreneur, Educationist, Politician. Aims for a Change. Development Agenda. Proud Odia. Fan of @Naveen_Odisha. Part & Parcel of @BJD_Odisha. #BJDdigitalwing
Devi Ranjan Tripathy @tripathy_devi
16K Followers 268 Following Member of Legislative Assembly, Banki - Baranga Assembly Constituency || President, Biju Chhatra Janata Dal, Odisha || Biju Janata Dal (BJD)
SABYASACHI MISHRA �... @sabyaactor
100K Followers 2K Following ACTOR: Want to act better & better | 44 #Odia,3 #Telugu,2 #Tamil,1 #Bengali films Old | Proud Odia - Indian #JayJagannath | VOLUNTEER: #SmilePlease #SmileForce
Anubhav Patnaik @anubhavpatnaik7
7K Followers 1K Following Director (Skill), KISS Former Advisor, E & IT Department, GoO, Former MLA, Khandapada, OLA, Former AGM, Godrej & Boyce Mfg Co Ltd
Dilip Kumar Tirkey @DilipTirkey
12K Followers 466 Following Dr. Dilip Kumar Tirkey, President Hockey India, Olympian, Padmashree & Arjuna Awardee, Views are purely personal.
Rita Sahu @Rita_bjd
7K Followers 232 Following Minister, Handlooms, Textiles & Handicrafts, Government of Odisha
Capital Region Urban ... @CRUT_BBSR
24K Followers 108 Following Official account of Capital Region Urban Transport (CRUT), Government of Odisha
Pravat Ranjan Biswal @pravat_mla
6K Followers 106 Following Ex_MLA Choudwar-Cuttack My official Twitter handle , managed by me and my team
Santrupt Misra @DrSantruptMisra
4K Followers 75 Following Political secretary to Sri Naveen Patnaik,National Spokesperson @bjd_odisha
creator Daud official @daudbai760423
2 Followers 217 Following Hello friends welcome twitter me ka swagat is Bali channel me milega mobile phone setting apps iuj and mobiles laptop computer best iuj karen milenge follow me
Asish kumar Pradhan @Asishkumar85513
0 Followers 9 Following
anil pattnaik @anilpat73941051
890 Followers 3K Following
Dipanjali Sahoo @s_dipanjali_
0 Followers 64 Following CMA aspirant ।। If your dream is not being filled, then dream about what you are getting😌.
Aruna Kumar Dalei @ArunakumarDalei
1 Followers 79 Following
Sudam Padhy @padhy_suda50028
7 Followers 254 Following
hemanta patra @hemanta_pa78916
0 Followers 64 Following
Sonali Mahapatra @Sonalisonuu
1 Followers 17 Following
ହଉ ଦେଖି�... @Haudekhiba
9 Followers 53 Following
Help By God @HelpByGod5547
4 Followers 122 Following ଆସ ଅଗକୁ ବଢିବା, ଈଶ୍ବର ଙ୍କ ନିକଟ ରେ ନିଜ କୁ ସମର୍ପଣ କରି ସମାଜ୍ ସେବା କରିବା । ମାନବ ସେବା ମାଧବ ସେବା। ଜୟ ଜଗନ୍ନାଥ। 🙏
Mr B B Majhi @babulamajhi847
49 Followers 913 Following
Manoranjan Dash @joManoranjan
2 Followers 41 Following
Ashis Jena @AshisJena11
121 Followers 2K Following
Shibasis Bhatta @ShibasisBh10252
1 Followers 75 Following
Ajay rana @ajayrana8665
623 Followers 6K Following
i/o @__sunuuu
35 Followers 551 Following ॐ l ଜୟ ଜଗନ୍ନାଥ 🙏 l Python ❤️ l Politics l RW l Anime l Memes l Repost ≠ Endorsement
Sasmita Ratha @RathaSasmita7
147 Followers 209 Following Ex BJD committee decent #Biruhan #Remuna #Balasore 👉working as a philanthropist at #Odisha
AMARENDRA BEHERA @AMAREND53805841
2 Followers 97 Following
Subham @Subham1442579
139 Followers 2K Following
Rakesh Mishra @RakeshMish11503
68 Followers 2K Following
elizabethkeener @elizabethk88683
72 Followers 3K Following
Samapa @guptanumis
982 Followers 5K Following
Biju Janata Dal @bjd4Odiaha
0 Followers 31 Following This Is Fan Club Pages. Not Offcial #Jay_Jagannath
Alexis Lee @AlexisLee117596
141 Followers 1K Following
Posion @Posion273989
82 Followers 5K Following
Thsmirez @ThsmirezS0uQ3
34 Followers 2K Following
Jayashree Behera @Jayashri678
0 Followers 615 Following #Fakescertificate #fakejobs #Evmtampering #environment #climatechange
Dilu Jena @DiluJena4781
0 Followers 12 Following
Cahaya Hana @AnnaAnna1785354
438 Followers 7K Following
Camouflage @Camoufl95878123
98 Followers 4K Following
Pritiraj Bhadra @prit78335
0 Followers 68 Following
Nishikanta Tarenia (R... @The_com_on_man
19 Followers 148 Following As a passionate young social worker, I am dedicated to empowering communities. I strive to make a meaningful difference in every life I touch.
Kshirodra Kumura @KumuraKshirodra
7 Followers 323 Following
Swapna Kumar Mishra. ... @Swa78553Mishra
166 Followers 4K Following Zilla Parisad Parthi 18No zone, puri, Odisha.
S N Siddharth 𝕏�... @SNSiddharth1
61 Followers 2K Following Passionate 🎯 about making a difference ⏳🕛| Curious explorer 🎆 |
କାଳିଆ ପ�... @KaliaPremeBand
48 Followers 396 Following || ସର୍ଵଂ ରହସ୍ୟ ପୁରୁଷୋତ୍ତମସ୍ୟ ଦେବେ ନ ଯାନତେ କୁତଃ ମନୁଷ୍ୟ || #ବ୍ରହ୍ମ_ସତ୍ୟ_ଜଗତ_ମିଥ୍ୟା
dibyaranjan khandei @dibyaranjankha4
1 Followers 84 Following
Bijay Ram Dash @bjramdash
12 Followers 216 Following Aerospace Engineering @ Coventry University, United Kingdom
Kanak News @kanak_news
843K Followers 43 Following Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7sXz5 YT:https://t.co/6uyWqzcwUt
I & PR Department, Od... @IPR_Odisha
799K Followers 90 Following Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର
BMC @bmcbbsr
323K Followers 89 Following Official account of Bhubaneswar Municipal Corporation (BMC), Government of Odisha.
Biju Janata Dal @bjd_odisha
397K Followers 3 Following The Official handle of Biju Janata Dal, Odisha. Join us on : https://t.co/mcB4Kjb1gK
Odisha Sports @sports_odisha
163K Followers 210 Following Official account of Department of Sports and Youth Services, Govt. of Odisha. #OdishaForSports | FB: sports.odisha | Insta: sports_odisha
Ranendra Pratap Swain @rajaaswain
82K Followers 86 Following Eight Terms MLA in Odisha Legislative Assembly from Athagarh Constituency.Views Personal. RT isn't Endorsement.
Dr. Amar Patnaik @Amar4Odisha
50K Followers 849 Following Former MP (RS), BJD National Spokesperson, Fmr. Accountant General (with CAG), now Advocate & policy practitioner, PhD, MBA, MPM (LKY & Harvard), CIA, CFE, CRMA
Sambad (ସମ୍ବ�... @sambad_odisha
477K Followers 109 Following Tweets from Sambad - the largest circulated Odia Daily.
Sagarika IPS @sagarika_nath
72K Followers 222 Following SP, Khordha. 2016 batch IPS. CET (Electrical Engineering). Traveller. Sports & Adventure enthusiast. Nature lover.
MoSarkar 5T @MoSarkar5T
162K Followers 20 Following Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.
Tukuni Sahu @TukuniSahu
36K Followers 265 Following Ex-MLA TITILAGARH Dist President Biju Janata Dal,Bolangir Tweets are personal,RT is not endorsement
ଡ଼ଃ ସସ୍�... @sasmitpatra
47K Followers 733 Following Thought Leader | Transformation Catalyst | Legislative Architect | Consensus Navigator | Public Policy Innovator MP, Rajya Sabha ; National Spokesperson, BJD
Pratap Jena @jenapratap66
81K Followers 28 Following Peoples representative of Mahanga Assembly Constituency.
Anubhav Mohanty @AnubhavMohanty_
110K Followers 1K Following Actor | BJP Leader | Former Member of Parliament, Lok Sabha, Kendrapara | Former Member of Parliament, Rajya Sabha | Views are Personal | RTs not Endorsment |
Odisha Police @odisha_police
473K Followers 125 Following Official handle of Police Department, Odisha State, India.
DCP Bhubaneswar @dcpbbsr
144K Followers 80 Following This is official handle of Deputy Commissioner of Police Bhubaneswar Urban Police District
H & FW Dept Odisha @HFWOdisha
616K Followers 96 Following Official handle of Health & Family Welfare Department, Government of Odisha. Responsible for public health, health services and medical education in the State.
ଓଡ଼ିଆ ଭ�... @Culturedeptt
72K Followers 110 Following Odisha is the bastion of rich #Odia cultural #heritage with its historical monuments, #archaeological sites, traditional #arts, #sculpture, #dance and #music.
ବାଣିଜ୍ୟ... @CTOdisha
102K Followers 264 Following C & T Department looks after the sectors of Road Transport, Port & Inland Waterways, Rail Coordination, OSRTC, Government Press and Civil Aviation in Odisha.
Odisha Forest, Env. a... @ForestDeptt
91K Followers 90 Following Official Twitter handle of the Forest, Environment and Climate Change Department. Government of Odisha.
Odisha Tourism @odisha_tourism
1.2M Followers 137 Following India's Best Kept Secret, Official Twitter handle Odisha Tourism, Government of Odisha #OdishaTourism #EcoRetreatOdisha
Sub Collector, Khordh... @KhordhaSub
3K Followers 24 Following
SUDA-Odisha @sudaodisha
3K Followers 178 Following State Urban Development Agency (SUDA), Bhubaneswar was set up in the year 1990 by the State Government, Orissa.
District Magistrate K... @DMKhordha
18K Followers 258 Following Office Of The Collector and District Magistrate, Khordha
Labour & ESI Dept. Go... @LESIOdisha
57K Followers 67 Following It is the Nodal Department for formulating Plans, Policies and programmes for development of Labourers including child labourers.
Higher Education Depa... @DHE_Odisha
215K Followers 20 Following Official X Handle of HED., Govt. of Odisha Shri Suryabanshi Suraj, Hon'ble Minister of HED Shri Aravind Agrawal, IAS, Commissioner-cum-Secretary to Government
BJD IT Wing @BJDITWing
15K Followers 213 Following The official handle of the IT Wing of Biju Janata Dal
Finance Department @FdOdisha
180K Followers 84 Following Official Account of Finance Department, Government of Odisha.
Rashtrapati Bhavan Ar... @RBArchive
504K Followers 1 Following Official Twitter account of the Rashtrapati Bhavan Archives; managed by the President's Secretariat. For updates on the 15th Presidency, follow @rashtrapatibhvn
Arup Patnaik @ArupPatnaikOMP
1K Followers 13 Following Ex-Commissioner of Police, Mumbai. Convenor, Odisha-Mo Parivar
Dr.Surjya Narayan Pat... @SurjyaOfficial
19K Followers 151 Following Ex-Speaker of the Odisha Legislative Assembly | MLA Digapahandi Assembly Constituency | Telegram Channel- https://t.co/QcxFkIWPdb
Losen_Nayak @NayakLosen
9 Followers 15 Following
Biju Yuva Janta Dal @BYJD_Odisha
32K Followers 49 Following
Revenue & DM Departme... @rdmodisha
161K Followers 25 Following Revenue & Disaster Management Department, Govt. of Odisha | ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାର
ChiefSecyOdisha @SecyChief
300K Followers 58 Following The Chief Secretary is the head of Civil Service in the State Government. Sri Manoj Ahuja, IAS is the current Chief Secretary of Odisha.
Governor Odisha @GovernorOdisha
366K Followers 7 Following Official Twitter handle of Hon'ble Governor Of Odisha.
DGP, Odisha @DGPOdisha
296K Followers 66 Following Official handle of Director General of Police, Odisha
OTV @otvnews
1.5M Followers 256 Following If something on Odisha is not on https://t.co/uffvsvVXG5, it is unlikely to be elsewhere.. YouTube: https://t.co/Ju6zVLvoL8 Telegram:https://t.co/d3u6P5rZbE Facebook:https://t.co/MFp6anF60o
SRC, Govt of Odisha @SRC_Odisha
237K Followers 43 Following The Special Relief Commission deals with disaster management in eastern Indian state of Odisha. https://t.co/NoSAqLnMbu
DCP CUTTACK @dcp_cuttack
107K Followers 25 Following Official Handle of DCP Cuttack. facebook- Dcp Cuttack instagram- dcp_cuttack
DM Cuttack @CuttackDM
54K Followers 93 Following Official Account of Collector & District Magistrate, Cuttack. presently Shri. Dattatraya B Shinde,IAS.
CMC,Cuttack @CMCCuttack
115K Followers 193 Following Official account of (CMC), Government of Odisha. 24*7 CMC call centre : 1800-34567-28 / 89473-59742 File complains online : https://t.co/bzhGYRXEFB
H & UD Dept @HUDDeptOdisha
184K Followers 501 Following Housing & Urban Development Department, Government of Odisha
Ramesh Chandra Majhi @rameshm89349692
308 Followers 314 Following
Dy.FIRE OFFICER BHUBA... @dfobbsr_ofs
655 Followers 134 Following We serve to Save. Official handle of DFO, Bhubaneswar Circle.
Smart Bhubaneswar @BSCL_BBSR
36K Followers 64 Following Official account of Bhubaneswar Smart City Limited (BSCL)
SmartCityBhubaneswar @Bbsr2SmartCity
13K Followers 62 Following Smart City Bhubaneswar| BBSR - Temple City | Planned City | Capital of Odisha | Emerging IT Hub | Winner of Smart City Challenge in India
Pritiranjan Gharai @PritiranjanBJD
20K Followers 12 Following Former Minister & Senior General Secretary, Biju Janata Dal, Odisha