Bobby Bhai Fan Club @bobbybhaifanfc
ନୂତନ ଓଡ଼ିଶାର ବିନ୍ଧାଣି ଆମ ପ୍ରିୟ ନବୀନ ପଟ୍ଟନାୟକ Joined August 2021-
Tweets26
-
Followers73
-
Following89
-
Likes65
ଜୟ ନବୀନ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶଭାରମ୍ଭ କରିଛନ୍ତି। -୧୪ମନ୍ତ୍ରୀ,ସୁନ୍ଦରଗଡ଼ର ୧୭ବ୍ଲକ ଓ ୩ପୌରାଞ୍ଚଳରେ ୫ଦିନ ଧରି BSKY ସ୍ମାର୍ଟ କାର୍ଡ ବାଣ୍ଟିବେ। -ଫଳରେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ସରକାରୀ ଏବଂ ବିଭିନ୍ନ ଘରୋଇ ହସ୍ପିଟାଲରେ ଉନ୍ନତ ଚିକିତ୍ସା ମିଳିବ।
Distribution of New BSKY Smart Cards and dedication of development projects in #Sundargarh pscp.tv/w/dA7banR3LTM0…
ଆମ କଳା, ସଂସ୍କୃତି ଓ ପରମ୍ପରାର ପରିଚୟ ଗଣପର୍ବ ନୂଆଁଖାଇର ଆନ୍ତରିକ ଶୁଭେଚ୍ଛା। ମା' ସମଲେଇଙ୍କ କୃପା ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧିରେ ଭରିଦେଉ। ସଭିଙ୍କୁ #ନୂଆଁଖାଇଜୁହାର 🙏
Physiotherapy is a modern day blessing of medical science, helping athletes, sportspersons, patients recover their health. On #WorldPhysiotherapyDay, reiterate commitment to improve physiotherapy facilities & raise awareness on the role of physiotherapists.
ବିଜେଡି ଦ୍ୱାରା ଆଗତ ପଛୁଆ ବର୍ଗ ସ୍ଥାନ ସଂରକ୍ଷଣ ବିଲ ବିଧାନସଭାରେ ପାରିତ #NaveenPatnaik #Odisha #BJDdigitalwing
ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢ଼ାଇବା ପାଇଁ ଅତିରିକ୍ତ ପ୍ରୟାସ: ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ #NaveenPatnaik #NaveenCares #BJDdigitalwing
ଓଡିଶାକୁ କେନ୍ଦ୍ରର ଆର୍ଥିକ ସହାୟତା ଯେପରି ଓ ଯେଉଁ ଅନୁପାତରେ ମିଳିବା କଥା ତାହା ମିଳିପାରୁ ନାହିଁ । ଓଡିଶାର ହକକୁ ଉପେକ୍ଷା କରାଯାଉଛି । #Odisha #GST @BJDITWing @bjd_odisha
କୋଭିଡ ସ୍ଥିତିରେ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik । #naveencares
ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବ୍ୟାଙ୍କସଖୀ ଭାବେ ନିଯୁକ୍ତି ସହ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ @mission_shakti ମା' ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି। #Odisha
ରାଜ୍ୟରେ ୬୦ ପ୍ରତିଶତ ଟିକାକରଣ #NaveenPatnaik #Odisha #Vaccination #BJDdigitalwing
ସଭାପତି ଶ୍ରୀ @Naveen_Odisha ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର, ଜୁନାଗଡ଼ ଓ ନୟାଗଡ଼ରେ ଆୟୋଜିତ ମିଶ୍ରଣ ପର୍ବରେ ଅନ୍ୟଦଳର ସଂଖ୍ୟାଧିକ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେମାନଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବା ସହ ଓଡ଼ିଶା ହକର ଲଢ଼େଇକୁ ଜୋରଦାର କରିବାକୁ ଶକ୍ତି ଯୋଗାଇବ। #Odisha
Today the working committee meeting of Biju Yuva Janata dal was held at Dharmashal. The occasion was graced by Hon MP Sri @sasmitpatra, Hon Minister Sri @dr_arunsahoo, Hon Minister Sri @samirdash01, Hon MLA Sri @Pranab3333 and Hon MLA Sri @Byomakesh_Ray
ବବି ଭାଇଙ୍କ ଶରାଘାତରେ ମୟୁରଭଞ୍ଜ ବିଜେପି ଧରାଶାୟୀ 15 ବିଜେପି ଜିଲ୍ଲା ପରିଷଦ ସଭ୍ୟ ପଦ୍ମ ପୋଖରୀରୁ ଡିଆଁ ମାରିଲେ, @pranabpdasବବି ଭାଇଙ୍କ ରଣନୀତି ଆଗରେ ସମସ୍ତେ ଫେଲ | #Mayurbhanj #Odisha #BJDdigitalwing @Naveen_Odisha @BYJD_Odisha
କଟକ ମୋ ପାଇଁ ଏକ ଆତ୍ମୀୟତାର ସହର। ଏଠାକାର ରାସ୍ତାଘାଟ, ପାଣିପବନରେ ରହିଛି ଏକ ଭିନ୍ନ ଅନୁଭବ। କଟକରେ ପୂର୍ବ ଭାରତର ସର୍ବବୃହତ ଇକମୋ କେନ୍ଦ୍ର ଲୋକାର୍ପିତ କରିବା ଅବସରରେ ଏସସିବିର ରୂପାନ୍ତରଣ, ଐତିହାସିକ ତଳଦଣ୍ଡା କେନାଲ ଓ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଖି ଖୁସି ହେଲି।
ରକ୍ତ ଆବଶ୍ୟକତା ପୂରଣ ପାଇଁ ପୁରୁଷୋତ୍ତମପୁର ଠାରେ ଦଳ ପକ୍ଷରୁ ଆୟୋଜିତ @MoParivarOdisha @jibanbindu ଶିବିରରୁ ୧୨୬ୟୁନିଟ ରକ୍ତ ସଂଗ୍ରହ ହେବା ଉତ୍ସାହପ୍ରଦ। ଆସନ୍ତୁ ମହତ ଉଦ୍ଦେଶ୍ୟ ନେଇ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା, ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା। #BJDWithodisha ସୌ- ଓଡ଼ିଶା ଭାସ୍କର
ତୃଣମୂଳସ୍ତରରୁ ଦଳକୁ ଆହୁରି ମଜବୁତ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳର କାର୍ଯ୍ୟକାରିଣୀ ବୈଠକ ସହ @BYJD_Odisha ପକ୍ଷରୁ ଏରସମାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାପତି ଶ୍ରୀ @Naveen_Odisha ଙ୍କ ବିକାଶ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ସହ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। #Odisha
ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ #5T ଉପକ୍ରମରେ ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୧୦୭୦ ସ୍କୁଲର ରୂପାନ୍ତରଣ ପାଇଁ ସରକାରଙ୍କ ଲକ୍ଷ୍ୟ ଥିବାବେଳେ ସ୍କୁଲଗୁଡ଼ିକରେ ଉପଲବ୍ଧ ଅତ୍ୟାଧୁନିକ ବ୍ୟବସ୍ଥା ଶିକ୍ଷାର ମାନବୃଦ୍ଧି କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। #Odisha
ଏହି twitter account ଟି ସାରା ଓଡ଼ିଶାରେ bobby @pranabpdas ଙ୍କୁ ଭଲ ପାଉଥିବା ଅଗଣିତ ଲୋକଙ୍କ ପାଇଁ, bobby ଭାଈ ଙ୍କ ସମସ୍ତ କାର୍ଯ୍ୟକ୍ରମ ଏବଂ ନବୀନ ପଟ୍ଟନାୟକଙ୍କ ସମସ୍ତ ଜନମଙ୍ଗଳ କାର୍ଯ୍ୟ କୁ ଲୋକଙ୍କ ପାଖକୁ ପହଞ୍ଚିବା ଏହି account ମୂଳ ଲକ୍ଷ୍ୟ।
କେନ୍ଦ୍ରୁଝର ଜିଲ୍ଲାର ଏକ ରକ୍ତ ଦାନ ଶିବିରରେ ଯୋଗ ଦେଲେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବିଭାଇ) @pranabpdas

Jayantee Sarangi @JayanteeS11719
1 Followers 12 Following
Subash Rout @SubashRout33078
1 Followers 4 Following
Ashutosh Lenka @AshutoshLe93683
0 Followers 19 Following
ABDUL HAKIM @AbdulHakim49260
0 Followers 10 Following
Dillip Kumar @DillipKuma7252
0 Followers 17 Following
Arun Sethi @ArunSethi394895
3 Followers 11 Following
Udaya Nath @UdayaNa04241058
708 Followers 1K Following Dont judge my choices without understanding my reasons.😎
Adv.Saroj Kumar Mishr... @Advsarojbgh
332 Followers 2K Following Advocate & Tax management consultant. ORISSA HIGH COURT
Tulu Mallick @TuluMallick10
4 Followers 69 Following
Kuna chandra Padhi @padhi_kuna
66 Followers 467 Following
Shishir Kumar Sahoo �... @Shishir10698607
1K Followers 1K Following 🦋first cry 15th may 2004🦋 🦋I always belive god 🦋 🦋Student 🦋 🦋Single boy 🦋 🦋I hate love🦋 🦋 Qualified BCOM🦋 🦋CA lover ❤️🦋 🦋Kitkat lover ❤️😍🦋
Arriyan DIGITAL SECRE... @NayakArriyan
722 Followers 781 Following
Debendra sahoo BCJD D... @Sahoodebendra08
133 Followers 479 Following BCJD Digital secretary Tangi block.Khordha
Debasish Debnath @Debasis99065844
84 Followers 103 Following
Himanshu Naik @Himansh58421347
171 Followers 509 Following
ADITYA RANJAN PUHAN @ADITYARANJANPU2
6 Followers 269 Following
Sambit Naik .Jharsugu... @SambitN87964591
25 Followers 466 Following 🔸 District Youth president, Jharsuguda 🔸 secratary, Swachhasevi Organization 'Andhari' mahasangaha 🔸 Secretary,Jilla Chhatra Samukhya (JSG)
Asit kumar Routray @AsitkumarRoutra
2 Followers 38 Following
Shantanu Kumar Rana @KumarshantanuR
2 Followers 129 Following
Sumanta kumar sahu @Sumanta29820841
2K Followers 5K Following ମୋ ନେତା ନବୀନ ପଟ୍ଟନାୟକ ମୋ ଦଳ ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ବଳ ବିଜେଡି ଜିନ୍ଦାବାଦ
BINOD TOPPO @BINODTO87587068
12 Followers 94 Following Be thankful for the hard times, for they have made you.
Ramesh Chandra Sethi @rameshlipun
31 Followers 149 Following Seeking/Searching for opportunity in Govt sector.
Mãñâs Ràñjâñ S... @ManasRa01073501
123 Followers 1K Following #ଏକ_ନିମ୍ନ_ମଧ୍ୟ୍ୟବିର୍ତ୍ତ_ପରିବାର_ରୁ_ଆସିଛି, #ମାନବତାବାଦ_ମୋର_ଦର୍ଶନ_ସାଧାରଣ_ମଣିଷ_ମୋର_ଗୁରୁ.. 🙏
Sandhya Trivedi @smartedu1485
471 Followers 2K Following Working as a content writer in SMARTEDUACADEMY.
Prakrutibandhu Hemsag... @HemsagarSahu18
3K Followers 5K Following National youth volunteer(Nyvs) Nehru yuva kendra sanghathan Kalahandi, odisha ministry of youth affairs and sports..Govt of India. #socialactivist.wish #26june
Ajay kumar Maharana @Ajaykum35725866
0 Followers 11 Following
BISWARANJAN BARAL @BISWARA98452397
21 Followers 270 Following ମୁ 🌍ବିଶ୍ୱରଂଜନ ବରାଳ ପିତା ନାମ -ବାସୁଦେବ ବରାଳ ମାତା ନାମ -ସନ୍ଧ୍ୟାରାଣୀ ବରାଳ ଗ୍ରା /ପୋ -ହରିହରପୁର ଥାନା -ଶରଣକୁଳ ଜିଲ୍ଲା -ନୟାଗଡ ପିନ -752080 ବ୍ଲକ -ଓଡଗାଁ ତହସିଲ -odagaon 🙏🙏
Manjula kumari Devi @ManjulakumariD1
2K Followers 4K Following Councillor.Berhampur municipality Urban bank Director. PRESIDENT Biju Mahila janata dal 3terms. Lic carrier agent. Jt.secy.BDC.Mahila representative BDC LIAFI.
Manoj Patnaik @ManojPa22242608
761 Followers 804 Following
Durga layak @Durgalayak3
95 Followers 663 Following Corporator Ward no 17 Brahmapur Municipal Corporation Ganjam, Odisha 760001
Adv Suchismita Behera @Suchism87329104
369 Followers 277 Following
Suvam Pattanyak @SuvamPattanyak5
59 Followers 352 Following
Laxmi Prasad Moohapat... @lpmoohapatra9
1K Followers 733 Following DISTRICT PRESIDENT, BIJU YUVA JANATA DAL, SAMBALPUR
Shishir Kumar Sahoo �... @Shishir10698607
1K Followers 1K Following 🦋first cry 15th may 2004🦋 🦋I always belive god 🦋 🦋Student 🦋 🦋Single boy 🦋 🦋I hate love🦋 🦋 Qualified BCOM🦋 🦋CA lover ❤️🦋 🦋Kitkat lover ❤️😍🦋
Prasant Naik @Prasant82556991
375 Followers 983 Following Lives in Dhenkanal, Dhenkanal, Odisha, India
Antaryami Pradhan @Antarya98336592
483 Followers 334 Following ସ୍ୱତନ୍ତ୍ର ସାମାଜିକ ଗଣମାଧ୍ୟମ ସଂଯୋଜକ(ଡିଜିଟାଲ ସେକ୍ରେଟାରୀ),ବିଜୁ ଛାତ୍ର ଜନତା ଦଳ,କେନ୍ଦୁଝର ଛାତ୍ର ନେତା,ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝର
Manoj Patnaik @ManojPa22242608
761 Followers 804 Following
Rahul Dev Barma @RahulDevBarma1
1K Followers 2K Following Digital Secretary , Biju Chhatra Janta Dal, Odisha
Adv Suchismita Behera @Suchism87329104
369 Followers 277 Following
Dinesh Behera @DineshB42068219
45 Followers 233 Following Jay jagannath 🙏 BCJD ATHAGARH BLOCK VICE PRESIDENT
Satya Subham Sahoo @SatyaSubhamSah9
110 Followers 85 Following jai jagannath 🙏🏻🙏🏻🙏🏻 Biju Janata Dal (💚BJD💚) 💚BCJD💚 ,Talcher,Odisha
BISWARANJAN BARAL @BISWARA98452397
21 Followers 270 Following ମୁ 🌍ବିଶ୍ୱରଂଜନ ବରାଳ ପିତା ନାମ -ବାସୁଦେବ ବରାଳ ମାତା ନାମ -ସନ୍ଧ୍ୟାରାଣୀ ବରାଳ ଗ୍ରା /ପୋ -ହରିହରପୁର ଥାନା -ଶରଣକୁଳ ଜିଲ୍ଲା -ନୟାଗଡ ପିନ -752080 ବ୍ଲକ -ଓଡଗାଁ ତହସିଲ -odagaon 🙏🙏
Debendra sahoo BCJD D... @Sahoodebendra08
133 Followers 479 Following BCJD Digital secretary Tangi block.Khordha
BIJAYA KUMAR AGRAWAL @BIJAYAKUMARAGR4
2K Followers 4K Following social service / worker environmentalist save the child spread peace & united
Atul Gupta 🇮🇳 �... @atul2398
29K Followers 25K Following हम भी मोदी परिवार🙏Deshpremi🚩RT's No Endorsement
UMESH BISHI YADAV @UmeshBisi
5K Followers 5K Following #Social_worker #Jay_Yadav_Jay_Madhab #Jay_Shree_Krishna #Jay_Maa_Samalei ଜୀବନ ଥିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଲଢେଇ ଜାରି ରହିବ ।
Prakrutibandhu Hemsag... @HemsagarSahu18
3K Followers 5K Following National youth volunteer(Nyvs) Nehru yuva kendra sanghathan Kalahandi, odisha ministry of youth affairs and sports..Govt of India. #socialactivist.wish #26june
M.niranjan Reddy @MniranjanRedd20
2K Followers 5K Following
Ramesh Chandra Sethi @rameshlipun
31 Followers 149 Following Seeking/Searching for opportunity in Govt sector.
Durga layak @Durgalayak3
95 Followers 663 Following Corporator Ward no 17 Brahmapur Municipal Corporation Ganjam, Odisha 760001
Arup Kumar Sha 🥰�... @arup_sha
123 Followers 18 Following ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ ମୋ ଜୀବନ ପଛେ ନର୍କେ ପଡି ଥାଉ ଜଗତ ଉଦ୍ଧାର ହେଉ | 🙏
Debasish Khadanga bjd @dkdebasishbjd
176 Followers 44 Following State Youth Vice President, BJD, Odisha
ସତ୍ୟ = Satya ... @stnarayan0
2K Followers 320 Following
soubhagya parida @soubhagyajourno
23K Followers 63 Following journalist with @kanak_news in #odisha,Special Correspondent,covers crime. views personal. from #bhubaneswar.
RUDRA PRATAP MAHARATH... @rudramaharathy
3K Followers 5 Following
Amar Prasad Satpathy @amar_satpathy
2K Followers 44 Following Politics is not a profession but an instrument to serve the people.
Chitta Ranjan Raula @ChittaRaula
439 Followers 168 Following Dist IT co-ordinator and Digital secretary BYJD Sambalpur
Roshan Sahu @RoshanS20896433
54 Followers 106 Following
Rajesh_Mohanty_(Kanha... @just_kanha
660 Followers 96 Following District Digital secretary, BIJU CHATRA JANATA DALA, KENDRAPADA
Prakash Chandra Dhal @Prakash09938239
28 Followers 88 Following IT COORDINATOR,BIJU YUVA JANATA DAL,ROURKELA
Bishwa Ranjan Das @BishwaRanjanDa8
498 Followers 689 Following ଜୟ ଜଗନ୍ନାଥ🙏🏻 IT Coordinator BYJD,Kendrapara 🐚
CHNDAN OJHA @ChndanOjha
480 Followers 384 Following ଆବଶ୍ୟକ ହେଲେ ଏକା ରୁହନ୍ତୁ କିନ୍ତୁ ମିଛ ହସ, ମିଛ ଆଶା, ମିଛ ପ୍ରେମ, ମିଛ ବନ୍ଧୁତା ଠାରୁ ଶହେ ହାତ ଦୁରେଇ ରୁହନ୍ତୁ। 💞