Search results for #ANSNEWS
୬ ପୂର୍ବରୁ ତାତିରୁ ନାହିଁ ନିସ୍ତାର, ସବୁଠୁ ଉତ୍ତପ୍ତ ସହର ବଲାଙ୍ଗୀର #HeatWave #Odisha #ANSNEWS #ANSODIA #ANS ansodia.in/odisha/odisha-…
କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୯ ଆହତ #steelplantexplosion #keonjhar #Odisha #ANSNEWS #ANSODIA #ANS ansodia.in/odisha/keonjha…
ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ଯାଇ ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ #DharmendraPradhan #nominationday #Sambalpur #Odisha #Election2024 #ANSNEWS #ANSODIA #ANS ansodia.in/odisha/dharmen…
ବିଜେଡିର ଶେଷ ପ୍ରାର୍ଥୀ ତାଲିକା ଘୋଷଣା: କୋରେଇରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସ #BJDticket #pranabprakashdas #sandhyaranidas #Korei #Odisha #ANSNEWS #ANSODIA #ANS ansodia.in/odisha/bjd-tic…
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ କେଉଁ ଆସନରୁ କିଏ ଲଢ଼ିବ? #assemblyelection #BJP #assemblyseat #ANSNEWS #ANSODIA #ANS ansodia.in/odisha/bjp-dec…
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ #AnubhavPatnaik #BJD #Odisha #ANSNEWS #ANSODIA #ANS ansodia.in/odisha/anubhav…
ଜୟପୁରରେ ଭି. କେ. ପାଣ୍ଡିଆନଙ୍କ ଜୋରଦାର ପ୍ରଚାର: ବିରୋଧୀଙ୍କୁ କଲେ ଟାର୍ଗେଟ #vkpandian #roadshow #Jaipur #Elections2024 #Odisha #ANSNEWS #ANSODIA #ANS ansodia.in/odisha/pandian…
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ମେ’ ଦ୍ବୀତିୟ ସସ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ #matricresult2024 #Odisha #ANSNEWS #ANSODIA #ANS ansodia.in/odisha/odisha-…
ଆଜି ଶ୍ରୀମନ୍ଦିରରେ ରାମାଭିଷେକ ନୀତି #ramabhiseka #srimandir #LordJagannath #Puri #Odisha #ANSNEWS #ANSODIA #ANS ansodia.in/odisha/ramabhi…
କୁଆ ପଥର ବର୍ଷା ଯୋଗୁ ଜରୁରୀ ଅବତରଣ କଲା ‘ଭିସ୍ତାରା’ ବିମାନ #Vistara #emergencylanding #Bhubaneswar #Odisha #ANSNEWS #ANSODIA #ANS ansodia.in/odisha/vistara…
ତାତିରୁ ମିଳିଲା ଆଶ୍ୱସ୍ତି: ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ କୁଆପଥର ବର୍ଷା #rain #kalbaisakhi #Odisha #ANSNEWS #ANSODIA #ANS ansodia.in/odisha/rain-in…
ବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ #surendrasethi #resignedbjd #EXMLA #kakatpur #Election2024 #Odisha #ANSNEWS #ANSODIA #ANS ansodia.in/odisha/surendr…
ଘଷିପୁରାରୁ ଲଢ଼ିବେ ସୌମ୍ୟ: ଗଣାମାଧ୍ୟମକୁ ଦେଲେ ସୂଚନା #saumyapatnaik #ghasipura #bjp #Election2024 #Odisha #ANSNEWS #ANSODIA #ANS ansodia.in/odisha/saumya-…
ଦ୍ୱିତୀୟଥର ପାଇଁ ମନୀଷ ସିଶୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ #delhicourt #aapleader #manishsisodia #LiquorPolicyScam #ANSNEWS #ANSODIA #ANS ansodia.in/india-beyond/d…
ଆକାଶରୁ ଅଗ୍ନି ବର୍ଷା: ଭୁବନେଶ୍ବରରେ ୪୫ ଡିଗ୍ରି ଟପିଲା ତାପମାତ୍ରା #HeatWaveAlert #HeatWave2024 #HeatWave #Bhuabneswar #balasore #Odisha #ANSNEWS #ANSODIA #ANS ansodia.in/odisha/mercury…
ସୁରଙ୍କ ମୁହଁରେ ନବୀନଙ୍କ ପ୍ରଶଂସା: ଯୋଡି ଶଙ୍ଖରେ ଭୋଟ୍ ଦେବା ପାଇଁ କଲେ ଅନୁରୋଧ #naveenpatnaik #suraroutray #campaign #Election2024 #Odisha #ANSNEWS #ANSODIA #ANS ansodia.in/odisha/naveen-…
ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମାଆ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ #NaveenPatnaik #filingnomination #taratarinitemple #Elections2024 #Odisha #ANSNEWS #ANSODIA #ANS ansodia.in/odisha/naveen-…
ରାଜ୍ୟରେ ଅଗ୍ନି ବର୍ଷା: ଟ୍ଵିନ ସିଟିରେ ରେଡ ଆଲର୍ଟ ଜାରି #HeatWaveAlert #HeatWave #Twincity #Bhubaneswar #Cuttack #Odisha #ANSNEWS #ANSODIA #ANS ansodia.in/odisha/heat-wa…
ବେଆଇନ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ #teacherrecruitmentscam #WestBengal #supremecourt #cbi #ANSNEWS #ANSODIA #ANS ansodia.in/india-beyond/w…