Search results for #Ganjam
ଅସରପା ଗୋଟେ ଜନ୍ତୁ ନା ସିଏ ଗୋଟେ ନେତା, ଆମକୁ କମେଣ୍ଟ କରିଅ କି: Pradeep Panigrahi || BJP Odisha #ganjam #PradeepPanigrahi #Gopalpur #bjdodisha #bjd #bjpodisha #odishapolitics #election2024
ତୃଷ୍ଣା ମେଣ୍ଟାଇବାରେ ବିଫଳ ଟାଙ୍କି ପାଣି @badakhabarnews badakhabar.in/ganjam-water-p… #badakhabar #waterproblem #ganjam #odisha
🔹#OdishaMoParivar helpdesk associate Prakash Behera at #Medicover Hospital, #Visakhapatnam assisted Shyam Sundar (21) from #Ganjam in medical admission and helped in the documentation process for treatment under BSKY scheme following stomach issues. @bjd_odisha @Naveen_Odisha
ଆଗାମୀ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ଏବିଭିପିର "ଶତ ପ୍ରତିଶତ ମତଦାନ: ବିକଶିତ ଭାରତ ପାଇଁ ମତଦାନ, ଓଡ଼ିଆ ଅସ୍ମିତା ପାଇଁ ମତଦାନ" ଅଭିଯାନ ନିମନ୍ତେ ବ୍ରହ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l #NationFirstVotingMust #VoteForVikasitOdisha #Ganjam
ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ,ଯିଏ ସଦାସର୍ବଦା ଆପଣଙ୍କର ସୁଖଦୁଃଖରେ ଠିଆ ହୋଇଛି, ଆପଣଙ୍କ ପାଇଁ ସବୁବେଳେ ସ୍ୱର ଉଠାଇଛନ୍ତି, ସେମିତିକା ବ୍ୟକ୍ତିତ୍ୱ ଓଡିଶାର ଗର୍ବ @RameshJenaINC ରମେଶ ଭାଇଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ.🙏 #sanakhemundi #ganjam #incindia
ବ୍ରହ୍ମପୁର ଲୋକସଭା କ୍ଷେତ୍ର: କାହାର କେତେ ସମ୍ପତ୍ତି #Sambad #Ganjam #OdishaPolitics sambad.in/state/brahampu…
#ତପ୍ତପାଣି_ଘାଟିରେ_ଦୁର୍ଘଟଣା - ଦିଗପହଣ୍ଡି: ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଦୁର୍ଘଟଣା - ଅନ୍ୟ ଏକ ଗାଡ଼ିକୁ ଓଭରଟେକିଂ ବେଳେ ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ - ରାସ୍ତାକଡ଼କୁ ଖସି ପଡ଼ିଲା ମିନି ଟ୍ରକ୍; ଡ୍ରାଇଭର ଆହତ #Ganjam #accident #Odisha #OTV