Search results for #KanakNews
#ନିଜେ_ହିରୋ_ହେଲି_ସ୍ତ୍ରୀକୁ_ହିରୋଇନ୍_କଲି_ଜିତିଲି_କି_ନାହିଁ ଗଲାଥର କେତେ ଷ୍ଟାର୍ ଆସି ବୁଲିଲେ , ପ୍ରଚାର କଲେ , ସହର କମ୍ପିଲା । କାଇଁ ମୁଁ ତ କାହାକୁ ଆଣି ବୁଲେଇଲିନି । ମୁଁ ନିଜେ ଗୋଟିଏ ଷ୍ଟାର୍ । ନିଜେ ହିରୋ ହେଲି , ସ୍ତ୍ରୀକୁ ହିରୋଇନ୍ କଲି ଜିତିଲି କି ନାହିଁ : ତାରା ବାହିନୀପତି #KanakNews #TaraBahinipati #Odisha
#ନାମାଙ୍କନ_ଦାଖଲ_କଲେ_ପ୍ରଦୀପ_ପୁରୋହିତ ବିଶାଳ ଶୋଭାଯାତ୍ରାରେ ଯାଇ ବରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ #KanakNews #PradipPurohit #Odisha
#ମା_କୋଳକୁ_ଫେରିଲା_ମାଙ୍କଡ଼_ଛୁଆ .. ଛୁଆ ହଜିବା ପରେ ପାଗେଳୀ ପ୍ରାୟ ହୋଇ ମଣିଷର ମୋବାଇଲରେ ନିଜ ଛୁଆ ଫଟୋ ଦେଖି ଗେଲ କରିପକାଉଥିଲା ମା’ ମାଙ୍କଡ଼ । ୨୪ ଘଣ୍ଟା ପରେ ଛୁଆ ଫେରି ପାଇବା ପରେ ଖୁସିର ସୀମା ନ କହିଲେ ସରେ .. ଛୁଆକୁ କୋଳେଇ ଧରି କେମିତି ଗେଲ କରି ପକାଉଛି ମା’ମାଙ୍କଡ଼ , ଦେଖନ୍ତୁ #KanakNews #Puri #Monkey
#କୋଭିସିଲ୍ଡର_ପାଶ୍ୱପ୍ରତିକ୍ରିୟା_ନାହିଁ ରାଜ୍ୟରେ କୋଭିସିଲ୍ଡ ଟିକାର ପାଶ୍ୱପ୍ରତିକ୍ରିୟା ନେଇ ଆସିନି କୌଣସି ମାମଲା । ଲୋକଙ୍କୁ ଆଶ୍ୱସ୍ତ କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ , କହିଲେ ଟିକା ନେବାର ୨୦ ଦିନ ମଧ୍ୟରେ ଦେଖାଯାଏ ରିଆକ୍ସନ । ଅବଧି ସରିଯାଇଥିବାରୁ ଭୟଭୀତ ନ ହେବାକୁ ପରାମର୍ଶ #KanakNews #CovishieldVaccine #Odisha
#୬_ଜିଲ୍ଲାକୁ_ସତର୍କତା ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା । ରାଜ୍ୟର ୬ ଜିଲ୍ଲାକୁ ସତର୍କତା ସୂଚନା ଜାରି । ବର୍ଷା ଓ ବିଜୁଳି , ଘଡ଼ଘଡ଼ି ନେଇ ସତର୍କତା #KanakNews #Cuttack #Odisha
ମାଲକାନଗିରିର ମୁଡ କଣ? କାହା ସପକ୍ଷରେ ଯିବ ଜନମତ? କନକ ନ୍ୟୁଜର ରଣଭୂମି କାର୍ଯ୍ୟକ୍ରମରେ ଜନତା କହିଲେ ମନର କଥା । #KanakNews #Odisha #Ranabhumi #Elections2024 #Malkangiri
#କଟକରେ_କାଳବୈଶାଖୀ_ବର୍ଷା ଓ ହୋ ତାତିରୁ ମିଳିଲା ଟିକେ ବ୍ରେକ୍ .. କଟକରେ ଆରମ୍ଭ ହେଲାଣି କାଳବୈଶାଖୀ ବର୍ଷା #KanakNews #Cuttack #Odisha #Norwester
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #2PMHeadlines #1stMay2024 #KanakNews
#୬ରେ_ଓଡିଶା_ଆସିବେ_ମୋଦୀ ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୨ ଟି ଜନସଭାକୁ କରିବେ ସମ୍ବୋଧିତ । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ କରିବେ ଜନସଭା #KanakNews #PMModi #Odisha
#ମାଙ୍କଡ଼_ହେଲେ_କଣ_ହେଲା_ସେ_ପରା_ମା’ କୁନି ମାଙ୍କଡ଼କୁ ମା’ଠାରୁ ଛଡ଼ାଇନେଲା ହୃଦୟହୀନ ନିଷ୍ଠୁର ମଣିଷ । ମୋବାଇଲରେ ଛୁଆର ଫଟୋ ଦେଖି ଗେଲ କରିପକାଉଥିଲା ମା’ମାଙ୍କଡ଼ । ସୋସିଆଲ୍ ମିଡ଼ିଆରେ ୨୪ ଘଣ୍ଟା ଭିତରେ ଖବର ଖେଳିଲା , ଆଉ ମା’ କୋଳକୁ ଫେରିଆସିଲା ଛୁଆ । ଆଉ ତା’ପରେ ଦେଖନ୍ତୁ ମା’ଛୁଆଙ୍କ ଅନାବିଳ ପ୍ରେମ #KanakNews #Puri
#ବଡ଼ଦାଣ୍ଡରେ_ଶ୍ରମିକଙ୍କ_ହାଟ ଆଜି ପରା ଶ୍ରମିକ ଦିବସ । ତାହେଲେ ବଡ଼ଦାଣ୍ଡରେ କାହିଁକି ଲାଗିଛି ଶ୍ରମିକଙ୍କ ହାଟ .. କ’ଣ ଗୋଟିଏ ଦିନ ବି ଶ୍ରମିକଙ୍କ ଭାଗ୍ୟରେ ନାହିଁ ଆରାମର ଆନନ୍ଦ ? #KanakNews #LabourDay #Odisha
#ଲେବର୍_ଅଫିସର_ପାଳିବେ_ଶ୍ରମିକ_ଦିବସ_ଆମର_କି_ଦିବସ .. ଶ୍ରମିକଙ୍କ ପାଇଁ ୬୦୦ଟଙ୍କା ସରକାର କରିଛନ୍ତି , ୫୫୦ ଟଙ୍କା ମାଲିକକୁ ମାଗିଲେ ଗାଳି କରୁଛନ୍ତି । ଖରାତରାରେ ଆମେ କାମ କରୁୁଛୁ ସୁବିଧା ବୋଲି କିଛି ନାହିଁ ,ଆଉ କି ଦିବସ ପାଳିବୁ । ଶ୍ରମିକ ଦିବସ ବୋଲି ଆମେ ଆପଣଙ୍କଠାରୁ ଜାଣିଲୁ #KanakNews #LabourDay #Puri
#ବାପାଙ୍କ_ସହ_ମିଶି_ପ୍ରଚାର_କଲେ_ସୋଫିଆ_ଫିର୍ଦ୍ଦୋସ୍ ରାତିରେ କଟକ-ବାରବାଟୀ କଂଗ୍ରେସ ବିଧାନସଭା ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ୍ ଙ୍କ ପ୍ରଚାର । ବାପା ମହମ୍ମଦ ମୌକିମଙ୍କ ସହ ମିଶି ପ୍ରଚାର କଲେ ସୋଫିଆ ଫିର୍ଦ୍ଦୋସ୍ #KanakNews #SofiaFirdaus #Congress
#ନାମାଙ୍କନ_ଭରିବେ_କଳିକେଶ_ନାରାୟଣ_ସିଂଦେଓ ପୂଜାର୍ଚ୍ଚନା ପରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ #KanakNews #Elections2024
କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ସତ୍ୟପାଠରେ ଟିକିନିକି ତଥ୍ୟ ଦେଲେ ନବୀନ । kanaknews.com/naveen-patnaik… #KanakNews #Odisha #NaveenPatnaik #Elections2024 #BJD
#ଅମାନିଆ_ହେଲେ_ଫଳ_ଭୋଗିଲେ .. ଫାଟକ ପଡ଼ିଥିବା ବେଳେ ରେଳ ଲାଇନରେ ବାଇକ୍ ଗଳାଇ ଆରପଟକୁ ଯିବାକୁ ଚେଷ୍ଟା କରୁଥିଲେ ହେଲେ ଫସିଗଲେ ଅମାନିଆ ବାଇକ୍ ଚାଳକ । ଟ୍ରେନ୍ ଧକ୍କାରେ ଚୁରମାର୍ ହେଲା ବାଇକ୍ , ଅଳ୍ପକେ ବର୍ତ୍ତିଲା ଜୀବନ । ବାଲେଶ୍ୱର ବସ୍ତା ରେଳ ଷ୍ଟେସନରୁ ଆସିଲା ବିପଦଜନକ ଦୃଶ୍ୟ #KanakNews #Balasore #Odisha
#ସ୍କୁଲକୁ_ଆସିଲା_ମେଲ୍_ବୋମାମାଡ଼_କରି_ଉଡ଼ାଇଦେବୁ ଦିଲ୍ଲୀ ଓ ନୋଏଡ଼ାର ଆତଙ୍କରେ ଅଭିଭାବକ । ଅନେକ ସ୍କୁଲକୁ ବୋମାମାଡ଼ କରି ଉଡ଼ାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ଇ-ମେଲ୍ ସହ କଲ୍ ,ପିଲାଙ୍କୁ ଘରକୁ ଫେରାଇଦେଲେ ସ୍କୁଲ କର୍ତ୍ତୃପକ୍ଷ । ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ସହ ଡଗ୍ ସ୍କ୍ୱାର୍ଡ଼ର ଛାନଭିନ୍ #KanakNews #Delhi #Noida
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #11AMHeadlines #1stMay2024 #KanakNews
#ଟି_୨୦_ବିଶ୍ୱକପର_ଯୋଦ୍ଧା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା , ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଚହଲ ଓ ପନ୍ଥଙ୍କ ପ୍ରତ୍ୟାବର୍ତ୍ତନ #KanakNews #T20WC2024
ନିର୍ବାଚନ ପୂର୍ବରୁ କଡ଼ା ଚେକିଂ । ଉମରକୋଟ ଛତିଶଗଡ଼ ସୀମାନ୍ତ ଅଂଚଳରେ ରାତିରେ ଯାଞ୍ଚ୍ କରୁଛନ୍ତି ପୋଲିସର ଫ୍ଲାଇଂ ସ୍କ୍ୱାର୍ଡ । ପ୍ରତିଟି ଗତିବିଧି ଉପରେ ରଖାଯାଉଛି କଡ଼ା ନଜର #KanakNews #Umarkote #Odisha