Search results for #baleswar
In #odisha , most cities that start with 🅱️ #Bhubaneswar , #baripada , #baleswar , #balangir #berhampur are boiling in this🌞 Summer. Make your city municipality @bmcbbsr ,IAS, OAS, mla, mp authorities accountable to provide a preventive plan to tackle severe heat & save lives 🙏
#ଭୋଗରାଇ ନିର୍ବାଚନ ମଣ୍ଡଳୀ #ବାଲେଶ୍ବର କଂଗ୍ରେସର ସାଂସଦ ପ୍ରାର୍ଥୀ – ତଥା – ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ଭୋଗରାଇ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ୍ ବିଶାଳ ଜନସଭାକୁ ସମ୍ବୋଧନ କରିଲେ। 🙏🏼 #EtharaCongress #Baleswar #Odisha #VoteForChange #VoteForCongress
ଦିନ ୨ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୬ ଡିଗ୍ରୀ ଛୁଇଁଲା ତାତି reporterstoday.in/by-230-p-m-the… #odisha #NewsUpdate #LatestNews #summerseason #Baleswar #reporterstoday
ବାଲେଶ୍ବରରେ ରେକର୍ଡ ଭାଙ୍ଗିଲା ପାରା, ଟପିଲା ୪୬ ଡିଗ୍ରୀ, ରାଜଧାନୀରେ ୪୫.୪ - #Temperature #WeatherUpdate #Odishaweather #Bhubaneswar #HeatWave @mcbbsr #Baleswar #Etvbharatodia etvbharat.com/or/!state/merc…
#୪୬_ଛୁଇଁଲା_ତାପମାତ୍ରା -ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଟପିଲା ପାରଦ -ସାଢ଼େ ୨ଟା ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ #HeatWave #Baleswar #OTV
ସଦର ବାଲେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କସିପଦା ଗ୍ରାମ ପଞ୍ଚାୟତ ସ୍ଥିତ ମା ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ମୋନାଲିସା ସାମଲ ବିଭିନ୍ନ ୱାର୍ଡର କଂଗ୍ରେସ କର୍ମୀଙ୍କ ଘରକୁ ଭେଟି ଆର୍ଶୀବାଦ ଗ୍ରହଣ କଲେ। 🙏🏼 @INCIndia @kharge #EtharaCongress #baleswar #MLAcandidate #odisha #INDIA
ଆଙ୍କୋ ଗ୍ରାମ ପଞ୍ଚାୟତର କଂଗ୍ରେସ ଯୋଦ୍ଧା ମାନେ ସଦର ବାଲେଶ୍ବର କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ମୋନାଲିସା ସାମଲ [ସରୋଜ କୁମାର ଲେଙ୍କା ଙ୍କ ଧର୍ମପତ୍ନୀ] ଙ୍କୁ ସମ୍ୱର୍ଦ୍ଧନା ଦେବା ଅବସରରେ କିଛି ମୁହୂର୍ତ୍ତ। 💐🙏🏼 #EtharaCongress #BaleswarSadar #MLA #VoteForCongress #Baleswar #Odisha #VoteForChange
ବିଜେଡି ଛାଡିଲେ ଶ୍ରଦ୍ଧାଞ୍ଜଳୀ @badakhabarnews badakhabar.in/sradhanjali-ra… #BadaKhabar #bjd #resign #sradhanjaliray #politics #Baleswar
"ଦିଲ୍ଲୀ ପୁଣି ଆପଣଙ୍କ ଦ୍ବାରସ୍ଥ ହେବ” 🙏🏼 ଆଜି କୁରୁଡା ଯାତ୍ରା ପଡିଆ ଠାରେ ବାଲେଶ୍ବର କଂଗ୍ରେସର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ରେମୁଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମାନ୍ୟବର ସୁଦର୍ଶନ ଜେନା ବିଶାଳ ଜନସଭାକୁ ସମ୍ବୋଧନ କରିଲେ। 💐🙏🏼 #EtharaCongress #Baleswar #Odisha #VoteForChange #VoteForCongress
ବାଲେଶ୍ବର ସଦର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନି ଶ୍ରୀମତୀ ମୋନାଲିସା ସାମଲ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଧନ୍ୟବାଦ ମାନ୍ୟବର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ୍ଗେ , ଓଡିଶା କଂଗ୍ରେସ ସଭାପତି ମାନ୍ୟବର ଶରତ ପଟ୍ଟନାୟକ । 💐🙏🏼 #EtharaCongress #MLA #Baleswar #VoteForCongress
"ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ ପୂରୁବ ଗୌରବ ପୂରୁବ ସାହସ ପଡ଼ିବକି କେବେ ମନେ ? ". ଓଡ଼ିଶାର ଗର୍ବ,ଗୌରବ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। 💐🙏🏼 #utkalagourava #MadhusudanDas #ProudOdia #Odisha #Baleswar
କଂଗ୍ରେସ କାମରେ ବିଶ୍ବାସ କରେ ବିଜେପି ଫୋଟ ରେ... ମେନିଫେଷ୍ଟ ଦେଖନ୍ତୁ ଆଉ ବିଚାର କରନ୍ତୁ ଆପଣମାନେ 🙏🏼 #VoteForCongress #Baleswar #congressguarantee #CongressForOdisha #Odisha #trendingreels
ସମସ୍ତଙ୍କ ନ୍ୟାୟର ହକ ପାଇଁ ଲଢ଼ିବୁ ସମସ୍ତଙ୍କ ଘରକୁ ପହଁଚିବୁ , କାହାକୁ ଡରିବୁନି କି ଥକିବୁନି ଏଥର କଂଗ୍ରେସ । 🙏🏼 #OdishaCongress #VoteForCongress #Baleswar #CongressForOdisha
"Newly installed water pipelines in #Baleswar are in terrible condition! Water leakage and mixing with drainage water pose health risks to residents. Urgent action needed to address this issue! 💧🚫 @DBalasore @balasoremunici1 #WaterCrisis
It has been alleged that the women were brought on the pretext of being offered jobs. #rvcjodisha #baleswar #odisha
ଧନ୍ୟବାଦ ନବୀନବାବୁ, ମୋ ମାଟିରେ ମେଗା ବ୍ୟାରେଜ ତିଆରି କରିଥିବାରୁ। ହସ୍ପିଟାଲର ନବୀକରଣ କରାଯାଇ କ୍ୟାନ୍ସର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି। ଏଭଳି ଲୋକାଭିମୁଖୀ କାର୍ଯ୍ୟ ପାଇଁ ମୋ ଅଞ୍ଚଳର ଲୋକ ବହୁତ ଖୁସି। ସେଥିପାଇଁ, ବାଲେଶ୍ୱର ଅଛି ଆପଣଙ୍କ ସାଥିରେ। #BJD #BALESWAR #DistrictDevelopment #Odisha