Search results for #bolangir
@pratyasharath Same here in #Bolangir People say #ModiHaiJaruri #SangeetaMajboori
Illegal Liquor Seized In #Bolangir, Smuggler Held #OdishaNews Read More: pragativadi.com/illegal-liquor…
Man Dies After Being Hit By Unknown Vehicle In #Bolangir #OdishaNews Read More: pragativadi.com/man-dies-after…
ଚାଲିଥିଲା ପୋଲିସ ଚେକିଂ; କାର୍ ଭିତରୁ ମିଳିଲା ନଗଦ ୫ଲକ୍ଷ #Moneyseized #Bolangir #OTV otvkhabar.in/news/crime/5la…
ଯାଞ୍ଚ ବେଳେ କାରରୁ ବାହାରିଲା ପୁଳାପୁଳା ଟଙ୍କା I ବଲାଙ୍ଗୀର ଦେଓଗାଁ ରାସ୍ତା ବିଜାଖମନ ଠାରେ ଚେକିଂ ବେଳେ ଜବତ କଲା ଟାଉନ୍ ପୋଲିସ #Bolangir #money #seized #NandighoshaTV
#ବଲାଙ୍ଗିର_ଆଜି_ସବୁଠୁ_ଉତ୍ତପ୍ତ -ପଶ୍ଚିମ ଓଡ଼ିଶାରେ ତାତି କମୁନି, ଉପକୂଳରେ ସାମାନ୍ୟ ଆଶ୍ୱସ୍ତି -ଆଜି ୪୩ ଡିଗ୍ରୀ ଉପରେ ପଶ୍ଚିମ ଓଡ଼ିଶାର ୭ ସହର -୪୪.୫ ଡିଗ୍ରୀ ସହ ବଲାଙ୍ଗିର ଆଜି ସବୁଠୁ ଉତ୍ତପ୍ତ -ଟିଟିଲାଗଡ଼ ୪୪, ବୌଦ୍ଧ ୪୩.୫, ଝାରସୁଗୁଡ଼ା ୪୩.୪ #HeatWave #Bolangir #OTV
ଓଲଟିଲା ଯାତ୍ରୀବେହୀ ବସ୍, ଦୁଇ ଗୁରୁତର odishadotnews.page.link/57hC #odisha #bolangir #subarnapur
ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ବସ୍, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା prameyanews7.com/bus-accident-i… #PrameyaNews7 #OdishaNews #Odisha #Bolangir #sonepur #accident
‼️ ELECTION UPDATE ‼️ 📍#Odisha ⚡️ Nomination rally of #INC Candidate Mr Manoj Mishra from #Bolangir Parliamentary Constituency. 🔥 #LokSabhaElection2024 #OdishaElections2024
‼️ ELECTION UPDATE ‼️ 📍#Odisha ⚡️ Nomination rally of #INC Candidate Mr Manoj Mishra from #Bolangir Parliamentary Constituency. 🔥 #LokSabhaElection2024 #OdishaElections2024 https://t.co/sI1d7DRlld
#ସରୋଜ_ମେହେରଙ୍କୁ_ବିରୋଧ ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ ବିରୋଧରେ ଗର୍ଜିଲା ପାଟଣାଗଡ଼ ଆଦିବାସୀ କଲ୍ୟାଣ ସଂଘ। ତାଙ୍କୁ ଭୋଟ ନଦେବାକୁ ଗାଁ ଗାଁ ବୁଲି ଆଦିବାସୀଙ୍କ ସଚେତନ କରାଯିବ ବୋଲି ସଂଘର ନିଷ୍ପତ୍ତି। #BJD #Election2024 #Bolangir #OTV
Boudh : 44c, Nuapada : 44c. Highest in #Odisha! #Bhawanipatna 43c #Bolangir 43.7c #Titlagarh 43.8c Nayagarh 43c #Angul 42.1c Baripada 42.2c #Jharsuguda 42.7c Keonjargarh 42.7c #Sambalpur 42.5c Sundargarh 42c #Hirakud 42.3c #Talcher 42.5c Malkangiri 42.6c #summer
PM Narendra Modi to hold a roadshow in #Bhubaneswar on May 10 and address a public meeting at #Bolangir on May 11, 2024
PM Narendra Modi to hold a roadshow in #Bhubaneswar on May 10 and address a public meeting at #Bolangir on May 11, 2024 (File Pic) #OdishaElections2024 #OdishaElectionsWithOTV #Elections2024 #ElectionsWithOTV #GeneralElection2024 #Odisha
Police Seizes Over 1800 Illegal Cough Syrup Bottles In #Bolangir, Four Held #OdishaNews Read More: pragativadi.com/police-seizes-…
'#ଛୁଆ_ଫିଙ୍ଗନ୍ତୁନି_ଆମକୁ_ଦିଅନ୍ତୁ 'ଛୁଆ ଆମ ପାଇଁ ଅମୂଲ୍ୟ ରତ୍ନ...କେହିବି ଛୁଆ ଫିଙ୍ଗନ୍ତୁ ନାହିଁ। ଯିଏ ଜନ୍ମ କରୁଛି ତାର ସିନା ଦରକାର ନାହିଁ... ସେଇ ଛୁଆଟା ଆଉ କାହା ପାଇଁ ମୂଲ୍ୟବାନ । ଛୁଆ ଫିଙ୍ଗନ୍ତୁ ନାହିଁ...ଯଦି ଛୁଆ ଦରକାର ନାହିଁ ଆମକୁ ୧୦୯୮ ମାଧ୍ୟମରେ ଯୋଗାଯୋଗ କରନ୍ତୁ ।' #ChildProtection #Bolangir #Odisha #OTV