ଗଣେଶଙ୍କ ଅନ୍ୟ ନାମ ଲମ୍ବୋଦର ବୋଲି ଏଇ କମିଟି ବାଲା ଜାଣି ନାହାଁନ୍ତି ବୋଧେ ଅଥବା ସେ ନାଆଁର ମାନେ ଜାଣି ନାହାଁନ୍ତି।
ଗଣେଶଙ୍କ ଅନ୍ୟ ନାମ ଲମ୍ବୋଦର ବୋଲି ଏଇ କମିଟି ବାଲା ଜାଣି ନାହାଁନ୍ତି ବୋଧେ ଅଥବା ସେ ନାଆଁର ମାନେ ଜାଣି ନାହାଁନ୍ତି। https://t.co/OIBIE73uwP
1
2
19
1K
0
@itzchampak ଗଣେଶ ମାହାପୁରୁ ହେଲଥ କନସିୟସ୍ ହେଇଯାଇଛନ୍ତି ଟିକେ ଅଧିକ ....ଫ୍ଲାଟ ଟମି ଇଜ୍ ଦ ଟାର୍ଗେଟ୍ ବଏଜ୍ 😂🙏🏻
@itzchampak ସବୁ ଠିକ୍ ଅଛି, ବାକି ଟିକେ ପେଟ ବଡ଼ କରିଦେଇଥିଲେ perfect ହେଇଥାନ୍ତା, six pack ଗଜାନନ ଟିକେ odd ଲାଗୁଚି।🙏