ଛତିଶଗଡ଼ ର ରାୟପୁର ଠାରେ ମହାନଦୀ ଜଳ ବିବାଦ ଓ ସଙ୍କଟ ର ସମାଧାନ ପାଇଁ ଅନୁଷ୍ଠିତ ହେଲା ଗୋଲ ଟେବୁଲ ବୈଠକ l ନିଷ୍ପତି - ଜାନୁଆରୀ ମାସରେ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତରେ ହେବ ମହାନଦୀ ମହୋତ୍ସବ l ସେପ୍ଟେମ୍ବର ମାସରେ ଦିଲ୍ଲୀରେ ହେବ ମହାନଦୀ ସଂସଦ l ମହାନଦୀ ଚିନ୍ତନ ଯାତ୍ରା ହେବ ଡିସେମ୍ବର ମାସରେ l ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆପୋଷ ସମାଧାନ କ୍ଷେତ୍ରରେ ନାଗରିକ ସମାଜ ର ସଂପୃକ୍ତି ପାଇଁ ଦିଆଯିବ ଦାବି ପତ୍ର l #savemahanadi #saveriver
0
2
5
107
0
Download Image