Search results for #STAOdisha
ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର(ବୈଷୟିକ) ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦୀପ୍ତିରଞ୍ଜନ ପାତ୍ର । ସେ ହେଉଛନ୍ତି ଓଡ଼ିଶା ପରିବହନ ଯାନ୍ତ୍ରିକ ସେବାର 1997 ବ୍ୟାଚର ବରିଷ୍ଠ ଅଧିକାରୀ । ଏହାପୂର୍ବରୁ ସେ ଯୁଗ୍ମ କମିସନର (ବୈଷୟିକ) ଭାବେ ପ୍ରାଧିକରଣରେ ଦାୟିତ୍ଵ ତୁଲାଉଥିଲେ । @CTOdisha #STAOdisha
ସଂସାରର ସବୁ ନିର୍ମାଣ ତାଙ୍କର ଅବଦାନ ଶ୍ରମିକଙ୍କ ଅତୁଳନୀୟ ଶ୍ରମକୁ ଆମର ନମନ🙏 ବିଶ୍ଵ ଶ୍ରମିକ ଦିବସ ତଥା ମଇ ଦିବସର ଶୁଭକାମନା @CTOdisha #MayDay2024 #STAOdisha #Respect #RoadSafetyOdisha
ଯେମିତି ମଶାରୁ ରକ୍ଷା ପାଇବାକୁ ମଶାରୀ ସେମିତି ଦୁର୍ଘଟଣାରୁ ବର୍ତ୍ତିବାକୁ ସଡ଼କ ନିୟମ ପାଳନ ଜରୁରୀ #RoadSafetyOdisha #STAOdisha #MalariaDay
ଟ୍ରାଫିକ ସିଗ୍ନାଲରେ ନାଲିବତି ଦେଖିଲେ ଆଗକୁ ବଢ଼ନ୍ତୁ ନାହିଁ, ଜେବ୍ରା କ୍ରସିଂ ଛୁଅନ୍ତୁ ନାହିଁ #RoadSafetyOdisha #Roadsafetyawarnewss #STAOdisha
Your message can wait your safety can't. #RoadSafetyOdisha #STAOdisha @CTOdisha @MORTHIndia
ପୁସ୍ତକ ଜ୍ଞାନ ଦିଏ, ସେହି ଜ୍ଞାନକୁ ରାସ୍ତାରେ ବ୍ୟବହାର କରନ୍ତୁ । ନିଜେ ଭଲରେ ଯା'ନ୍ତୁ, ଅନ୍ୟମାନଙ୍କୁ ବି ଯିବାକୁ ଦିଅନ୍ତୁ । #WorldBookDay #ReadYourWay #RoadSafetyOdisha #STAOdisha
କ୍ୟାଚ୍ ଛାଡ଼ିଲେ ମ୍ୟାଚ୍ ହାରିବା ଥୟ ନ ମାନିଲେ ରାସ୍ତା ନିୟମ ରହିଛି ଜୀବନ ହାରିବା ଭୟ #MatheeshaPathirana #Catchmiss @ChennaiIPL @LucknowIPL @CTOdisha #STAOdisha #RoadSafety
ଟ୍ରାଫିକ ଇ- ଚାଲାଣକୁ ନେଇ ନୂଆ ଠକେଇ ସାମ୍ନାକୁ ଆସୁଛି, ସମସ୍ତ ଜନସାଧାରଣ ସତର୍କ ରହିବାକୁ ନିବେଦନ । କୌଣସି ଲିଙ୍କ୍ ଉପରେ କ୍ଲିକ୍ କରିବା ପୂର୍ବରୁ ଏହାକୁ ଠିକ୍ ଭାବେ ପରଖି ନିଅନ୍ତୁ । Ministry of Road Transport and Highways, Government of India Commerce & Transport Department Government of Odisha #STAOdisha…
ଗର୍ବର ସହ ଭୋଟ ଦିଅନ୍ତୁ, ସୁରକ୍ଷିତ ଗାଡ଼ି ଚଳାନ୍ତୁ । ସୁନାଗରିକର କର୍ତ୍ତବ୍ୟ ପାଳନ କରନ୍ତୁ । #STAOdisha #VoteIndia #ChunavKaParv
ଟ୍ରାଫିକ ଇ- ଚାଲାଣକୁ ନେଇ ନୂଆ ଠକେଇ ସାମ୍ନାକୁ ଆସୁଛି, ସମସ୍ତ ଜନସାଧାରଣ ସତର୍କ ରହିବାକୁ ନିବେଦନ । କୌଣସି ଲିଙ୍କ୍ ଉପରେ କ୍ଲିକ୍ କରିବା ପୂର୍ବରୁ ଏହାକୁ ଠିକ୍ ଭାବେ ପରଖି ନିଅନ୍ତୁ । @MORTHIndia @CTOdisha #STAOdisha #EchallanScam
If you cross the limit, you will be punished, whether overstepping or overspeeding #ShamarJoesph @LucknowIPL @KKRiders @IPL @BCCI #Cricket @CTOdisha #RoadSafety #STAOdisha @MORTHIndia
ଭଗବାନ ଶ୍ରୀରାମ ଯେମିତି ଧର୍ମରକ୍ଷା କରିଛନ୍ତି, ଆପଣ ବି ରାସ୍ତା ଧର୍ମ ରକ୍ଷା କରନ୍ତୁ । ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖନ୍ତୁ । #RamaNavami #Roadsafety #STAOdisha @CTOdisha
ପବିତ୍ର ଶ୍ରୀରାମ ନବମୀର ହାର୍ଦ୍ଦିକ ଅଭିନନ୍ଦନ । ଆପଣଙ୍କ ଉପରେ ସଦା ରହୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ କରୁଣା, ମାନନ୍ତୁ ସଡ଼କ ସୁରକ୍ଷା ନିୟମ କମିଯାଉ ଦୁର୍ଘଟଣା । #RamNavami #STAOdisha #Roadsafety @CTOdisha
The State Transport Authority of Odisha extends heartfelt congratulations to Mr. Animesh Pradhan from Odisha for securing Rank 2 in the UPSC 2023 examination. Best wishes are also conveyed to all the successful candidates. @CTOdisha #STAOdisha #upscresult
ପବିତ୍ର ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା ଅବସରରେ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା 🙏 @CTOdisha #Ashokashtmi #Lingaraj #RukunaRathYatra #STAOdisha
ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏 @CTOdisha #HanumanJayanti #OdiaNewYear #STAOdisha #RoadSafety #Blessings
ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭକାମନା । ନୂଆ ବର୍ଷରେ ସଂକଳ୍ପ ନିଅନ୍ତୁ, ସଡ଼କ ସୁରକ୍ଷାର ସବୁ ନିୟମ ମାନନ୍ତୁ @CTOdisha #STAOdisha #OdiaNewYear #MahaBishubaSankranti #SafeDriveSaveLife
ବାନ୍ଧନ୍ତୁ ସିଟ୍ ବେଲ୍ଟ ଚଲାନ୍ତୁ ଯାନ ମାନନ୍ତୁ ସଡ଼କ ନିୟମ, ବଞ୍ଚାନ୍ତୁ ଜୀବନ @CTOdisha #STAOdisha #Obeytrafficrules #SeatBelt